ଜଳିଗଲା ଶ୍ରୀଚକାଡୋଳା:ବରମୁଣ୍ଡା ବସ୍‌ଷ୍ଟାଣ୍ଡ‌ରେ ଭୟାବହ ଅଗ୍ନିକାଣ୍ଡ

ଅଳ୍ପକେ ବର୍ତ୍ତିଲେ କଣ୍ଡକ୍ଟର୍‌, ବିସ୍ଫୋରଣ ଆଶଙ୍କାରେ ଦଳାଚକଟା ଭୁବନେଶ୍ୱର : ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଥୁଆ ହୋଇଥିବା ଭୁବନେଶ୍ୱର-ଭବାନୀପାଟଣା ଶ୍ରୀଚକାଡୋଳା ବସ୍‌ରେ ଆଜି ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବସ୍‌ଟି ସଂପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଖବର ପାଇ ଅଗ୍ନିଶମ ସେବା ସଂସ୍ଥାର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଘଟଣ ସମୟରେ ବସ୍‌ରେ ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି। ବସ୍‌ ଭିତରେ ଶୋଇଥିବା … Continue reading ଜଳିଗଲା ଶ୍ରୀଚକାଡୋଳା:ବରମୁଣ୍ଡା ବସ୍‌ଷ୍ଟାଣ୍ଡ‌ରେ ଭୟାବହ ଅଗ୍ନିକାଣ୍ଡ